Download Now Banner

This browser does not support the video element.

ସୁକିନ୍ଦା: ଅଶୋକଝର ଉଚ୍ଚବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ

Sukinda, Jajpur | Sep 29, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ଗ୍ରାମପଞ୍ଚାୟତ ସ୍ଥିତ ଅଶୋକଝର ଉଚ୍ଚ ବିଦ୍ୟାଳୟ ପଶିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି । ପୂର୍ବତନ ସରପଂଚ ତଥା ସମାଜସେବୀ ଉଦୟ ନାରାୟଣ ସିଂ ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦା ବ୍ଲକ ମଣ୍ଡଳ ସହଶିକ୍ଷାଧିକରି ଗୋବର୍ଦ୍ଧନ ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ରାମ ଚନ୍ଦ୍ର ଖିଲାର, ସତ୍ୟ ନାରାୟଣ ମହାପାତ୍ର ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us