This browser does not support the video element.
ରାଇରଙ୍ଗପୁର ସହର: ରାଉତଖମାର ଠାରେ ଧଳା ପଥର ବୋଝେଇ ଟ୍ରକ ଜବତ
Rairangpur Town, Mayurbhanj | Sep 17, 2024
ମଙ୍ଗଳବାର ସକାଳ ୮ ଟା ସମୟ ରାଇରଙ୍ଗପୁର ତହସିଲଦାର ରାଉତଖମାର ଠାରୁ ଧଳା ପଥର ବୋଝେଇ ୧୬ ଚକିଆ ଟ୍ରକ କୁ ଜବତ କରିଥିଲେ। ଏହା ପରେ ତହସିଲଦାର ଟ୍ରକ କୁ ଥାନା ନେଇ କାଗଜପତ୍ର ଯାଞ୍ଚ କରିବା ପାଇଁ ଟାଉନ ଥାନା ପୁଲିସ କୁ ନିର୍ଦେଶ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।