Download Now Banner

This browser does not support the video element.

ଲକ୍ଷ୍ମୀପୁର: ଚମ୍ପି ଏବଂ କୁସୁମଗୁଡ଼ା ଗ୍ରାମପଞ୍ଚାୟତକୁ ପେନସନ ବଣ୍ଟନର ତଦାରଖ ପାଇଁ ବିଡିଓଙ୍କ ଅଚାନକ ଗସ୍ତ

Lakshmipur, Koraput | Sep 13, 2025
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକର ଚମ୍ପି ଏବଂ କୁସୁମଗୁଡ଼ା ଗ୍ରାମପଞ୍ଚାୟତକୁ ଅଚାନକ ଗସ୍ତ କରିଛନ୍ତି ଲକ୍ଷ୍ମୀପୁର ବିଡିଓ। ହିତାଧିକାରୀଙ୍କୁ କିପରି ପେନସନ ବଣ୍ଟନ କରାଯାଉଛି ତାହାର ତଦାରଖ କରିବା ସହ ହିତାଧିକାରୀଙ୍କୁ ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଛନ୍ତି ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଏ ନେଇ ଆଜି ଅପରାହ୍ନ ୪ଟା ସମୟରେ ବ୍ଲକ କାର୍ଯ୍ୟାଳୟ ତରଫରୁ ସୂଚନା।
Read More News
T & CPrivacy PolicyContact Us