This browser does not support the video element.
ମାଲକାନଗିରି: ବିବାହର ପ୍ରତିଶୃତି ଦେଇ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଜଣଙ୍କୁ ଗିରଫ କଲା ଓରକେଲ ପୋଲିସ
Malkangiri, Malkangiri | Sep 7, 2025
ବିବାହର ପ୍ରତିଶ୍ରୁତି ଦେଇ ଓର୍କେଲ ଥାନା ଅଧିନସ୍ତ ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଆଜି ଦିନ ୧୨ଟା ସମୟରେ କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ବରିଗୁମା ଥାନା ଅଧିନସ୍ତ ବିଜାପୁର ଗ୍ରାମରେ ରହୁଥିବା ବେଣୁଧର ହରିଜନଙ୍କ ପୁଅ ମୋହନ ହରିଜନ-(୨୩)ବୋଲି ଜଣା ପଡିଛି।ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପୀଡିତା କିଛି ମାସ ପୂର୍ବେ ବରିଗୁମା ଅଞ୍ଚଳରେ ଥିବା ତାଙ୍କର ଜଣେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରେ ଏହି ଯୁବତୀଙ୍କ