This browser does not support the video element.
ବଲାଙ୍ଗୀର: ଡୁମେରାପିଟା ଗାଁରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ, ଭୀମଭୋଇ ମେଡ଼ିକାଲର ଡିନଙ୍କ ପ୍ରତିକ୍ରିୟା
Balangir, Balangir | Aug 12, 2025
ଡୁମେରାପିଟା ଗାଁର ଜଣେ ବ୍ୟକ୍ତିଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ପ୍ରକାଶ ପାଇଛି। ଏହି ଅଭିଯୋଗକୁ ନେଇ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଡିନ ସ୍ଵୟଂପ୍ରଭା ପ୍ରଧାନ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘଟଣାକୁ ଗୁରୁତ୍ୱର ସହିତ ନିଆଯାଇଥିବା ସହ, ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି ଏବଂ ଯଥାପ୍ରମାଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି