Download Now Banner

This browser does not support the video element.

ଅତାବିରା: ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ବ୍ଲକ ସରପଞ୍ଚ ସଂଘ ତରଫରୁ ନୂଆଁଖାଇ ଭେଟଘାଟ୍

Attabira, Bargarh (Baragarh) | Sep 12, 2025
ଆଜି ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ବ୍ଲକ ସରପଞ୍ଚ ସଂଘ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସରପଞ୍ଚ ସଂଘର ସଭାପତି ଭାଗବତିଆ ସିଂହ ଙ୍କ ସଭାପତିତ୍ବରେ |ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ଭାବେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା,ସାଂସଦ ପ୍ରତନିଧି ସୁରେନ୍ଦ୍ର ସ୍ବାଇଁ,ଅତିରିକ୍ତ ନିର୍ବାହି ଅଧିକାରୀ ମନାସୀବା ମହାପାତ୍ର ମଂଚାସୀନ ଥିଲେ |
Read More News
T & CPrivacy PolicyContact Us