This browser does not support the video element.
ବୀରମହାରାଜପୁର: ବିଶିପଡ଼ା ପଞ୍ଚାୟତର ପଳାଶ ଗ୍ରାମରେ ମାହେଶ୍ୱରିଙ୍କ ବାଡିଯାତ୍ର ଅନୁଷ୍ଠିତ, ମାଁଙ୍କ ଦର୍ଶନ କଲେ ହାଜର ହଜାର ଶ୍ରଦ୍ଧାଳୁ
Biramaharajpur, Subarnapur (Sonepur) | Sep 29, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶିପଡ଼ା ପଞ୍ଚାୟତର ପଳାଶ ଗ୍ରାମରେ ଆଜି ସନ୍ଧ୍ୟା 7ଟା 30ରେ ମହେଶ୍ୱରିଙ୍କ ବାଡିଯାତ୍ର ଅନୁଷ୍ଠିତ ହୋଇଯାଇଛି l ମାଁଙ୍କୁ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଆଲମ୍, ଛାତି ଛତ୍ର ଧରି ଏକ ବିରାଟ ଶୋଭାଯାତ୍ରରେ ଗ୍ରାମ ପରିକ୍ରମା କରି ନିକଟ ମହାନଦୀକୁ ଯାଇଥିଲେ l ଆଜି ବିଳମ୍ବିତ ରାତିରେ ମାଁ ଗମ୍ଭିରକୁ ବିଜେ କରିବେ ବୋଲି ସୂଚନା ମିଳିଛି l ଏହି ଅବସରରେ ଆଜି ମାଁ ଙ୍କ ଦର୍ଶନ ପାଇଁ ହାଜର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l