Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ନରସିଂହପୁର ବ୍ଲକ କାନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ବୁଧବାର ଛାତ୍ରୀଙ୍କ ଆନ୍ଦୋଳନ
Cuttack M Corp PS, Cuttack | Sep 10, 2025
ନରସିଂହପୁର ବ୍ଲକ କାନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁ ଛାତ୍ରୀଙ୍କୁ ମାଡ଼ ମାରିବା ଓ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ଅଭିଯୋଗ କରି ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ବୁଧବାର ଦିନ ୧୨ ଟାରେ ଛାତ୍ରୀ ଓ ଗ୍ରାମବାସୀ ଏକତ୍ରିତ ହୋଇ ବିଦ୍ୟାଳୟ ଗେଟ ରେ ତାଲା ପକାଇ ଆନ୍ଦୋଳନ ।
Share
Read More News
T & C
Privacy Policy
Contact Us
Your browser does not support JavaScript!