Download Now Banner

This browser does not support the video element.

ମହୁଲପାଲି: କେଶାଇବାହାଲ ବିଜିଡି କଲେଜ୍ ରେବ ଷ୍ଟାର୍ଟଅପ୍ ଓ ଇନୋବେସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Mahulpalli, Sambalpur | Aug 23, 2025
କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ ଠାରେ ଶନିବାର ଦିନ ଷ୍ଟାର୍ଟଅପ୍ ଓ ଇନୋଭେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀମାନେ କିପରି ସଫଳ ଉଦ୍ୟୋଗୀ ତଥା ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ୮୮ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଗୁଣସାଗର ବାଦୀ ପ୍ରଥମ , ସ୍ଵପ୍ନା ରାଣୀ ବନଛୁର ଦ୍ଵିତୀୟ ଏବଂ ଆକାଂକ୍ଷା ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ l
Read More News
T & CPrivacy PolicyContact Us