This browser does not support the video element.
ସୋନପୁର: ପୌର ପରିଷଦ ଦ୍ବାରା ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ ସ୍ଥାନୀୟ ସୋନପୁର ଟାଉନ ହଲ ଠାରେ ଅନୁଷ୍ଠିତ।
Sonapur, Subarnapur (Sonepur) | Aug 31, 2025
ସୋନପୁର ପୌର ପରିଷଦ ମଧ୍ୟରେ ସ୍ଥାପିତ ସମସ୍ତ ବରପୁତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ଅଧ୍ୟକ୍ଷା ଓ ପୌର ପରିଷଦର ସଭ୍ୟ/ ସଭ୍ୟଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାପରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ତାମସି ତମସ୍ମିତା ନାୟକଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଥିଲା ଏହି ଅବସରରେ ସୋନପୁର ପୌର ପରିଷଦର ସମସ୍ତ ସଭ୍ୟ /ସଭ୍ୟା,ସମସ୍ତ କର୍ମଚାରୀ, ସୋନପୁର ସହରର ଜନ ସାଧାରଣଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଶ୍ରୀ କାଇଁରୁ ସ୍ୱାଇଁ, ବୁଦ୍ଧିଜୀବୀ ଓ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ,