Download Now Banner

This browser does not support the video element.

ରାୟଗଡା: ବିଷମକଟକ ବ୍ଲକରେ ବିକଶିତ ଗ୍ରାମ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ‌ ଅନୁଷ୍ଠିତ

Rayagada, Rayagada | Feb 5, 2025
ବୁଧବାର ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକରେ ବିକଶିତ ଗ୍ରାମ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ‌ ସହକାରୀ ଯନ୍ତ୍ରୀ ଝରଣା ତ୍ରୀପାଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଛି। ୭୨୦ ଜଣ ମହିଳା ଓ ପୁରୁଷ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଭର୍ଚୁଆଲରେ ଶୁଭାରମ୍ଭ କରାଯାଇଥିବା ବିଜିବିଓର ସିଧା ପ୍ରସାରଣ ଦେଖିଥିଲେ। ବିଡିଓ ସଦାଶିବ ନାୟକ, ବ୍ଲକର ଅନ୍ୟ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗ୍ରାମୀଣ ଭିତ୍ତିଭୂମିର ବିକାଶ ସହ ସମସ୍ତ ମୈ।ଳିକ ସୁବିଧା ଲୋକଙ୍କ ପାଇଁ ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ।
Read More News
T & CPrivacy PolicyContact Us