This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ରେ ନାହିଁ ମୌଳିକ ସମସ୍ୟାର ସୁବିଧା l ଅଭିଯୋଗ କଲେ ଡ୍ରାଇଭର l
Puri M, Puri | Aug 24, 2025
ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ରେ ନାହିଁ ମୌଳିକ ସମସ୍ୟାର ସୁବିଧା l ଅଭିଯୋଗ କଲେ ଡ୍ରାଇଭର l ପୁରୀକୁ ପ୍ରତ୍ୟକ ଦିନ ହଜାର ହଜାର ପଯ୍ୟଟକ ଶ୍ରୀମନ୍ଦିର ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଆସିଥାନ୍ତି l ପ୍ରଥମେ ସେମାନେ ପୁରୀ ମାର୍କେଟ ଛକ ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ରେ ନିଜର ଗାଡି ରଖିଥାନ୍ତି ପରେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଯାଇଥାନ୍ତି l ହେଲେ ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ରେ ଡ୍ରାଇଭର ମାନଙ୍କ ପାଇଁ ନାହିଁ ମୌଳିକ ସୁବିଧା l ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଡ୍ରାଇଭର l