Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ପାର୍ବଣ ପୂର୍ବରୁ ଦାରୋଗାଡାହି ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ, ଜଣେ ଗିରଫ

Baripada M, Mayurbhanj | Aug 31, 2025
ପାର୍ବଣ ପୂର୍ବରୁ ବାରିପଦା ସହରରେ ଅବୈଧ ନିଶା କାରବାର ରୋକିବାରେ ଅବକାରୀ ବିଭାଗକୁ ସଫଳତା ମିଳିଛି। ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରି ରବିବାର ଅପରାହ୍ନ ୫ଟାରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଜଣକ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ସ୍ଥିତ ଭିଆରପି କଲୋନୀ ଅଞ୍ଚଳର ଶମ୍ଭୁ ମୁଖୀ। ଅବକାରୀ ବିଭାଗ ଦାରୋଗାଡାହି ନୂଆ ବସ ଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛନ୍ତି। ତାଙ୍କ ପାଖରୁ ଏକ ବାଇକ ମଧ୍ୟ ଜବତ କରାଯାଇଛି। ସେ ନିୟମିତ ଭାବେ ବ୍ରାଉନସୁଗାର କାରବାର କରୁଥିବାର ଜଣାପଡିଛି।
Read More News
T & CPrivacy PolicyContact Us