This browser does not support the video element.
ସୁକିନ୍ଦା: ସୁକିନ୍ଦା ଷ୍ଟେଟ ବ୍ୟାଙ୍କ ନିକଟ ରାସ୍ତାରେ ବୁଲା ଷଣ୍ଢ ଆକ୍ରମଣରେ ଜଣେ ବାଇକ ଆରୋହି ଆହତ
Sukinda, Jajpur | Sep 11, 2025
ସୁକିନ୍ଦା ଷ୍ଟେଟ ବ୍ୟାଙ୍କ ନିକଟ ରାସ୍ତାରେ ବୁଲା ଷଣ୍ଢ ଆକ୍ରମଣରେ ସୁକିନ୍ଦା ମୁସଲମାନ ସାହି ବାସିନ୍ଦା ବାଇକ ଆରୋହି ଜାମ୍ସେଦ ଅଲ୍ଲୀଙ୍କ ହାତରେ ଗଭୀର ଆଘାତ ଲାଗି ଆହତ ହୋଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ଗୁରୁବାର ରାତି 8:30 ମିନିଟ ସମୟରେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି ।