Download Now Banner

This browser does not support the video element.

ଫୁଲବାଣୀ ସହର: ଭେଟଖୁଲ ଘାଟିରେ 54 କିଲୋ ଗଞ୍ଜେଇ ଜବତ, କାର ସହ ଜଣେ ଗିରଫ

Phulabani Town, Kandhamal | Sep 3, 2025
54 କିଲୋ ଗଞ୍ଜେଇ ଜବତ, କାର ସହ ଜଣେ ଗିରଫ କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗ ଦ୍ୱାରା ଫୁଲବାଣୀ-ବୌଦ୍ଧ ରାସ୍ତାର ଭେଟଖାଲ ଘାଟି ନିକଟରୁ କାର୍ ସହ 54 କିଲୋ ଗଞ୍ଜେଇ ଜବତ କାର ଯବତ୍ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଫିରିଙ୍ଗିଆ ଥାନା ଡିମିରିଗୁଡା ପଞ୍ଚାୟତ ରଘୁପତି କହଁର ଙ୍କୁ ଗିରଫ କରାଯାଇଛି।ଅବକାରୀ ଅଧିକାରୀ ପ୍ରକାଶ ଚନ୍ଦ୍ର ମଲ୍ଲିକ ଟିମ ସହ ଭେଟଖାଲ ଘାଟିରେ ପାଟ୍ରୋଲିଂ କରୁଥିଲେ। ଗାଡ଼ି ଅଟକାଇ ଯଞ୍ଚ କରିବାରେ କାରରୁ ଗଞ୍ଜେଇ ମିଳିଥିଲା। ଅବକାରୀ ଥାନାରେ ମାମଲା ରୁଜୁ 106/25 କରାଯାଇ ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ଅନିଲ ବ
Read More News
T & CPrivacy PolicyContact Us