Install App
bebinamalla123
This browser does not support the video element.
କେନ୍ଦ୍ରାପଡା: ଭାଗବତ ଟୁଙ୍ଗୀ ଅର୍ଥ ହଡପ ବିରୋଧରେ ମାର୍ଶାଘାଇ କଳାକାର ସଂଘ ପକ୍ଷରୁ ମାର୍ଶାଘାଇ ବ୍ଲକ ଫାଟକ ସମ୍ମୁଖରେ ଆମରଣ ଅନଶନ
Kendrapara, Kendrapara | Sep 2, 2025
କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଫାଟକ ସମ୍ମୁଖରେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ଭାଗବତ ଟୁଙ୍ଗୀ ଅର୍ଥ ହଡ଼ପ ବିରୋଧରେ ମାର୍ଶାଘାଇ ବ୍ଲକ କଳାକାର ସଂଘ ପକ୍ଷରୁ ଅଭିନବ ଢଙ୍ଗରେ ପ୍ରତିବାଦ ହୋଇଛି ।କଳାକାର ସଂଘ ସଦସ୍ୟମାନେ ଭାଗବତ ଗାନ କରି ଆମରଣ ଅନଶନରେ ବସିଛନ୍ତି ,ସୂଚନା ଅନୁସାରେ, ଭାଗବତ ଟୁଙ୍ଗୀ ଅର୍ଥ ହଡପ ହୋଇଥିବା କାରଣରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଆମରଣ ଅନଶନ କରିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!