This browser does not support the video element.
କୋଟପାଡ: ବୋରିଗୁମ୍ମା ମୁଖ୍ୟ ଛକ ଠାରେ ବିଜେପି ପକ୍ଷରୁ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କ କୁଶ ପୁତ୍ତଳିକା ଦାହ
Kotpad, Koraput | Jul 22, 2025
ବୋରିଗୁମ୍ମା ମୁଖ୍ୟ ଛକ ଠାରେ ବିଜେପି ପକ୍ଷରୁ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ମୃଦୁ ପାନୀୟ ରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ କୁଶ ପୁତ୍ତଳିକ ଦାହ କରିଥିଲେ।ବିଜେପି ପକ୍ଷରୁ ରାହୁଲ ଗାନ୍ଧୀ ଓ ରାଜ୍ୟ ସଭାପତି ଭକ୍ତ ଦାସ ଙ୍କ କୁସପୁତ୍ତଳିକା ଦାହ କରିଥିଲେ।ଦାହ ସମୟ ରେ ଜିଲ୍ଲା ବିଜେପି ଯୁବମୋର୍ଚା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ,ମଣ୍ଡଳ ସଭାପତି ବିଘ୍ନ ରଜ ଷଡଙ୍ଗୀ,ଗୋବିନ୍ଦ ଭଟ୍ଟ, ରାଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ