This browser does not support the video element.
ଅନୁଗୋଳ: ବଅଁରପାଳ ଓ ମହିଧରପୁର ମଣ୍ଡଳରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ
Anugul, Angul | Aug 28, 2024
ବଅଁରପାଳ ଓ ମହିଧରପୁର ମଣ୍ଡଳରେ ବୁଧବାର ମଧ୍ୟାହ୍ନରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମଣ୍ଡଳର ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଯୋଗଦେଇ ସଦସ୍ୟତା ବୃଦ୍ଧି କରିବା ନେଇ ବକ୍ତବ୍ୟ ରଖିଥିଲେ l