Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି ଅନୁଷ୍ଠିତ ହେବ, ସର୍ବ ସାଧାରଣ ଦର୍ଶନ,ଶ୍ରୀମନ୍ଦିର ତରଫରୁ ସୂଚନା l
Puri M, Puri | Sep 3, 2025
ଆସନ୍ତାକାଲି ଗୁରୁବାର ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ ।ଏଣୁ ମଧ୍ୟାହ୍ନ ଧୂପ ଛେକ ଆସିବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
Share
Read More News
T & C
Privacy Policy
Contact Us
Your browser does not support JavaScript!