Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରିରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ ପାଳିତ, ଯୋଗ ଦେଲେ ଜିଲ୍ଲା ଶିକ୍ଷାଧିକାରୀ

Malkangiri, Malkangiri | Sep 3, 2025
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ମାଲକାନଗିରି ଜିଲ୍ଲା ତରଫରୁ ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ଆଜି ଦିନ ୧୧ଟା ସମୟରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ ସସ୍କୃତ ଭାଷା ପ୍ରାଚୀନତମ ଦେବ ଭାଷା ଏବଂ ଭାଷାମାନଙ୍କର ଜନନୀ ତଥା ଏହା ଏକ ଶ୍ରେଷ୍ଠ ଭାଷା ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ ଯୋଗଦେଇ ସଂସ୍କୃତ ଭାଷା ଏକ ସୁଲଳିତ ଦେବ ଭାଷା ଏବଂ ଭାଷାର ଶିକ୍
Read More News
T & CPrivacy PolicyContact Us