Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର

Nuapada, Nuapada | Sep 25, 2025
ଆଜି ଦିନ ସାଢେ ବାରଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ମିଳିଥିବା ଖବର ମୁତାବକ ଗତକାଲି ସନ୍ଧ୍ୟା ସାଢେ ଛଅଟା ରୁ ରାତି ନଅଟା ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅସ୍ଥି ଶଲ୍ୟ ବିଶେଷଜ୍ଞ ଡ଼ ବିପୁଳ ଗର୍ଗ ସରଭାଇକଲ ସ୍ପାଇନ ର ଅସ୍ତ୍ରୋପଚାର କରିଛନ୍ତି।ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁକଳିମୁଣ୍ଡି ଗ୍ରାମର ବିଭୀଷଣ ଅଦା ଙ୍କ ର ଏହି ଅସ୍ତ୍ରୋପଚାର କରାଯାଇଛି ଓ ସେ ବର୍ତମାନ ସୁସ୍ଥ ଅଛନ୍ତି।
Read More News
T & CPrivacy PolicyContact Us