Download Now Banner

This browser does not support the video element.

ସୁକିନ୍ଦା: ଆମ୍ବପାଳ ଗ୍ରାମର ନିକୁଞ୍ଜ ଦାସଙ୍କ କୁକୁଡ଼ା ଭାଡ଼ିରୁ 5 ଫୁଟର ବିଷଧର ନାଗ ସାପ ଉଦ୍ଧାର

Sukinda, Jajpur | Aug 26, 2025
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଆମ୍ବପାଳ ଗ୍ରାମର ନିକୁଞ୍ଜ ଦାସଙ୍କ ଘର ପାର୍ଶ୍ୱରେ ଥିବା କୁକୁଡ଼ା ଭାଡ଼ି ମଧ୍ୟରେ ଏକ 5 ଫୁଟର ବିଷଧର ନାଗସାପ ପଶି ଗୃହପାଳିତ ଦେଶି କୁକୁଡ଼ାକୁ ମାରି କୁକୁଡ଼ାର ଚାରୋଟି ଅଣ୍ଡା ଗିଳି କୁକୁଡ଼ା ଭାଡ଼ି ମଧ୍ୟରେ ବିଷଧର ନାଗସାପଟି ଫସି ରହିଥିବା ପରିବାର ଲୋକେ ଦେଖି ଭୟବିତ ହୋଇଯାଇଥିଲେ । ମିହିର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଷଧର ନାଗସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ସୁରକ୍ଷିତ ଭାବେ ଚ୍ଛାଡ଼ିଦେଇଛନ୍ତି ।
Read More News
T & CPrivacy PolicyContact Us