Download Now Banner

This browser does not support the video element.

ରେମୁଣା: ପତ୍ରୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣିଆ ଛକ ମଝିରେ ଥିବା ଇଲେକ୍ଟ୍ରିକ୍ ପୋଲ୍ କୁ ସ୍ଥାନାନ୍ତର ନେଇ ବିଭାଗୀୟ ଅଧିକାରୀଙ୍କ ଆଲୋଚନା

Remuna, Balasore | Jul 23, 2025
ପତ୍ରୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣିଆ ଛକ ମଝିରେ ଥିବା ଇଲେକ୍ଟ୍ରିକ୍ ପୋଲ୍ ସ୍ଥାନାନ୍ତର କରିବା ପାଇଁ ଦୀର୍ଘଦିନ ଧରି ସଂଘର୍ଷ ଚାଲି ଆସିଥିବା ବେଳେ ଆଜି ବଡ଼ପାଳ ସରପଞ୍ଚ,ଗୁଡ଼ୁଦା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି, ପତ୍ରିପାଳ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି, ସ୍ଥାନୀୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ବୁଧବାର ଅପରାହ୍ନ ୪:୩୦ ରେ TPNODL ର ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us