This browser does not support the video element.
ଓରିଏଣ୍ଟ: କୁଲିହାମାଲ ଠାରେ ଆୟୋଜିତ ହେଉଥିବା ଜ୍ୟୋତି ଏକାଦଶ ଲିଗ କମ ନକଆଉଟ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯୋଗେଦେଲେ ଝାରସୁଗୁଡା ବିଧାୟକ
Orient, Jharsuguda | Aug 28, 2025
ଝାରସୁଗୁଡା ଜିଲ୍ଲା କୁଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ଠାରେ ଆୟୋଜିତ ହେଉଥିବା ଜ୍ୟୋତି ଏକାଦଶ ଲିଗ କମ ନକଆଉଟ ପୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ଉଦଯାପିତ ହୋଇଯାଇଛି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ପ୍ରତିଯୋଗିତାରେ ତଥା ଉଦଯାପନି ଉତ୍ସବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ପୁରସ୍କାର ବିତରଣି ଉତ୍ସବରେ ବିଜୟୀ ଦଳ ଓ ଉପବିଜେତା ଦଳକୁ ପୁରସ୍କୃତ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ।