This browser does not support the video element.
ସୋନପୁର: ରାମଜୀ ନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଖୋଳା ଯିବା ଘଟଣା, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କରାଗଲା ସମତୁଲ
Sonapur, Subarnapur (Sonepur) | Aug 26, 2025
ରାମଜୀ ନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଖୋଳା ଯାଇଥିବା ଘଟଣା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରାସ୍ତା ସମତୁଳ କରା ଯାଇଛି। ମୁଖ୍ୟ ରାସ୍ତାକୁ ତିନିଦିନ ହେଲା ଖୋଳି ଦେଇଥିଲେ ଜଣେ ବ୍ୟକ୍ତି ଯାତାୟତରେ ଅସୁବିଧା ଭୋଗିଲେ ଲୋକେ । ଘଟଣାକୁ ନେଇ ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ପଡାର ଲୋକେ । ଘଟଣା ଟିକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଡ଼କ୍ଟର ନୃପରାଜ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ,ପୋଲିସ ର ଉପସ୍ଥିତ ରେ ଆଜି ଅପରାହ୍ନ ୪ଟା ଟାରେ ସଦର ପୋୖର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତ ରେ ପୁଣି ସର୍ବ ସାଧାରଣ ଙ୍କ ପାଇଁ ଉକ୍ତ ରାସ୍ତା କୁ