Download Now Banner

This browser does not support the video element.

ସୋନପୁର: ଘୋଡାଘାଟପଡା ନିକଟରେ ଜଣେ ବ୍ୟକ୍ତି ଙ୍କ ଘରେ ବିଷଧର ସାପ ଆତଙ୍କ।

Sonapur, Subarnapur (Sonepur) | Sep 8, 2025
ଘୋଡାଘାଟପଡା ନିକଟରେ ଜଣେ ବ୍ୟକ୍ତି ଙ୍କ ଘରେ ବିଷଧର ସାପ ଆତଙ୍କ। ଗତକାଲି ବିଳମ୍ବିତ ରାତି ପ୍ରାୟ ଘୋଡାଘାଟପଡା ଠାରେ ଜଣେ ବ୍ୟକ୍ତି ଙ୍କ ଘର ଭିତରେ ହଠାତ କୋଣସି ବାସନ ପଡିବାର ଶୁଣିଥିଲେ ପରିବାର ଲୋକେ ଘର ଖୋଲି ଦେଖିଲା ବେଳକୁ ଘର ଭିତରେ ଏକ ବିରାଟ ବିଷଧର ସାପକୁ ଦେଖି ଭୟଭୀତ ହୋଇ ଯାଇଥିଲେ ପରିବାର ଲୋକେ।ସଙ୍ଗେ ସଙ୍ଗେ ସାପ ଧରାଳି ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାଶିଆ ଙ୍କ ସହିତ ଯୋଗା ଯୋଗ କରିଥିଲେ ପରିବାର ଲୋକେ।ଘଟଣା ସ୍ଥଳରେ ଶ୍ରୀଯୁକ୍ତ ଦାଶିଆ ପହଞ୍ଚି ।ସୁରକ୍ଷିତ ସାପଟିକୁ ଉଦ୍ଧାର କରି ଆଜି ସକାଳୁ ନିକଟସ୍ଥ ଅର୍ଜୁନ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us