Download Now Banner

This browser does not support the video element.

ଧର୍ମଗଡ: ଡୁଡକାଠେଙ୍ଗା ଧାନ ମଣ୍ଡିରେ ଡମ ସମାଜର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ

Dharamgarh, Kalahandi | Aug 24, 2025
କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଡମ୍ବ ସାମଜ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଅପରାହ୍ନ ୩:୩୦ ମିନିଟ ଡୁଡକାଠେଙ୍ଗା ଧାନ ମଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି।ସର୍ବ ପ୍ରଥମେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଙ୍କ ଫୋଟୋଚିତ୍ର ରେ ଦ୍ବୀପପ୍ରଜ୍ବଳନ ଓ ମାଲ୍ୟାର୍ପଣ ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us