Download Now Banner

This browser does not support the video element.

ଦିଗପହଣ୍ଡି: ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Digapahandi, Ganjam | Jul 29, 2024
ଦିଗପହଣ୍ଡି ବ୍ଲକ ପରିସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ 119ଜଣ ବିଭିନ୍ନ ସମସ୍ୟା ଯଥା ଭତ୍ତା, ଆବାସ,ପାନୀୟ ଜଳ ଅଭାବ, ରାସ୍ତା ନିର୍ମାଣ, ଟ୍ରାଫିକ ସମସ୍ୟା, କର୍ମଚାରୀ ନିଯୁକ୍ତି ଭଳି ବହୁ ଗୁରୁତ୍ୱପୂର୍ଣ ଅଭିଯୋଗ ଆଣିଥିଲେ।ଏଥିମଧ୍ୟରୁ ଜିଲ୍ଲାପାଳ ଆଜି 19 ଜଣ ହିତାଧିକାରୀଙ୍କୁ ବିଧବା ବା ବାର୍ଦ୍ଧକ୍ୟ ଭତ୍ତା, 3 ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଓ 3 ଜଣଙ୍କୁ wheel chair ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us