Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବାରଙ୍ଗଅଞ୍ଚଳର ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଶନିବାର ବାରଙ୍ଗ ପୋଲିସ ଦୁଇ ଜଣକୁ ଗିରଫ କରିଛି

Cuttack M Corp PS, Cuttack | Sep 6, 2025
ବାରଙ୍ଗ ପୁଲିସ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଶନିବାର ସନ୍ଧ୍ୟା ୬ଟାରେ ଦୁଇ ଜଣକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ବାରଙ୍ଗ ଥାନା ଅନ୍ତର୍ଗତ ଭାଲୁଙ୍କା ଗ୍ରାମର ରାମ ସିଂ (୪୬) ଓ ଶୁକଦେବ ସିଂ (୪୩)। ବେଆଇନ ଭାବେ ଭାଲୁଙ୍କା ଗାଁ ନିକଟ ଏକ ନିଛାଟିଆ ସ୍ଥାନରେ ଦେଶୀମଦ ବିକ୍ରି ହେଉଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା।
Read More News
T & CPrivacy PolicyContact Us