This browser does not support the video element.
ବୌଦ୍ଧ ସଦର: ବାଉଁଶୁଣି ଛକ ନିକଟରେ ବାଇକ୍ ଧୋକାରେ ନାବାଳକ ଆହାତ
Baudh Sadar, Boudh (Bauda) | Sep 24, 2025
ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ୫୭ନୋ ଜାତିୟ ରାଜପଥ ବାଉଁଶୁଣି ଛକ ନିକଟରେ ବାଇକ୍ ଧୋକାରେ ନାବାଳକ ଆହାତ l ସୂଚନା ଅନୁଯାୟୀ ବୁଧବାର ପାଞ୍ଚ ଘଣ୍ଟା ତିରିଶ ମିନିଟ୍ ସମୟରେ ବାଉଁଶୁଣି ର ଜୈବିକ ବ୍ୟକ୍ତି ନିଜ ନାତିକୁ ଟିଉସନ୍ ଛାଡ଼ି ଯାଇଥିବା ସମୟରେ ଛକ ନିକଟରେ ବାଇକ୍ ଧକା ଦେଈ ଚାଲି ଯାଇଥିଲା l