This browser does not support the video element.
ବଲାଙ୍ଗୀର: ସରଗାର୍ଡ ଗ୍ରାମରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
Balangir, Balangir | Aug 28, 2025
ବଲାଙ୍ଗୀର ଜିଲ୍ଲାର ସରଗାର୍ଡ ଗ୍ରାମରେ ଆୟୋଜିତ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ରାତି 8 ସମୟ ରେ ଯୋଗଦେଲେ ସ୍ଵାସ୍ତ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସମୟରେ ସେ ଗ୍ରାମ ଅଞ୍ଚଳରେ ରୋଡ଼ ଓ ରାସ୍ତାର ଉନ୍ନତି, ସ୍ୱାସ୍ଥ୍ୟ ସେବା ସୁବିଧା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେୟୀ ଥିଲେ ମନ୍ତ୍ରୀ। ମନ୍ତ୍ରୀ କୃଷକଙ୍କ ପାଇଁ କିସାନ ଯୋଜନାର ସୁବିଧା, ଅଞ୍ଚଳର ସମଗ୍ର ବିକାଶ ଓ କଳା ସଂସ୍କୃତିର ପ୍ରସାର ପାଇଁ