Download Now Banner

This browser does not support the video element.

ବରଗଡ: ନୂଆଁଖାଇ ପୂର୍ବରୁ ତିଲପାଲି ଗାଁ କୁ ଏକତାର ସହିତ ସଫେଇ କଲେ ସମସ୍ତ ଗ୍ରାମବାସୀ

Bargarh, Bargarh (Baragarh) | Aug 24, 2025
ନୂଆଁଖାଇ ପୂର୍ବରୁ ଗାଁ ସଫା କଲେ ଗ୍ରାମବାସୀ,ଏକତାର ପରିଚୟ ଦେଇ ପ୍ରତ୍ୟେକ ଘରୁ ଜଣେ ଲେଖାଏଁ ବାହାରି ଗ୍ରାମର ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ଭାଇଚାରାର ବାର୍ତ୍ତା ଦେଇଛନ୍ତି | ବରଗଡ଼ ବ୍ଲକ ଅନ୍ତର୍ଗତ ତିଲପାଲି ଗ୍ରାମବାସୀଙ୍କ ଦ୍ୱାରା ରବିବାର ଦିବା ୧୧ ଘଣ୍ଟା ସମୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି | ବରଗଡ଼ ବ୍ଲକ ଅନ୍ତର୍ଗତ ଜମୁର୍ଡ଼ା ଗ୍ରାମ ପଂଚାୟତରେ ରହିଥିବା ତିଲପାଲି ଗାଁରେ ଦୀର୍ଘ ୭ ବର୍ଷ ଧରି ଚାଲି ଆସିଛି ଏକ ନିଆରା ଚଳନ ।
Read More News
T & CPrivacy PolicyContact Us