Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ରାଇକିଆ ସହର ରେ ମଦ ପିଇ ବାଇକ ଚଲାଉଥିବା ବେଳେ ପୋଲିସ ଦୁଇ ବ୍ୟକ୍ତି ଙ୍କୁ ଧରି ନେଇ ଦୁଇଟି ମାମଲା ରୁଜୁ କରୁଅଛି
Phulabani Town, Kandhamal | Sep 12, 2025
ରାଇକିଆ ସହର ରେ ମଦ ପିଇ ବାଇକ ଚଲାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ ଦୁଇ ବ୍ୟକ୍ତି, ପୋଲିସ ସେମାନଙ୍କୁ ଧରି ନେଇ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରିଅଛି. ଏ ନେଇ ଥାନାରେ 208,209/2025 ରେ ଦୁଇଟି ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!