Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: PRM ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୁର୍ତ୍ତି ସ୍ଥାପନ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା
Baripada M, Mayurbhanj | Sep 3, 2025
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲର ପରିସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଏକ ପ୍ରତିମୁର୍ତ୍ତି ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଉ ବୋଲି ଦାବୀକରି ପୁଣିଥରେ ବୁଧବାର ଅପରାହ୍ନ ୪ ଟାରେ ମାସାଆର୍ମୀ ପକ୍ଷରୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ସହିତ ଆଲୋଚନା କରିଛନ୍ତି ମାସାଆର୍ମୀର ରାଜ୍ୟ ସଭାପତି ସୁକଲାଲ ମାରାଣ୍ଡି।
Share
Read More News
T & C
Privacy Policy
Contact Us
Your browser does not support JavaScript!