Install App
pintumedia
This browser does not support the video element.
ଖଲ୍ଲିକୋଟ୍: ଦାନପୁର ଠାରୁ ସାମନ୍ତବନ୍ଧ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
Khalikote, Ganjam | Aug 22, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦାନପୁର ଠାରୁ ସାମନ୍ତବନ୍ଧ ରାସ୍ତାର ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରଣ ର ଶୁଭାରମ୍ଭ କରିଛନ୍ତି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ । ଆଜି ଦିନ ସାଢ଼େ ୧୨ ଟା ସମୟରେ ବିଧାୟକ ଶ୍ରୀ ସେଠୀ ଦାନପୁର ଗ୍ରାମ ଠାରେ ପହଞ୍ଚି ଦାନପୁର ଠାରୁ ସାମନ୍ତବନ୍ଧ ରାସ୍ତାର ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!