Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ମଧୁବନ ସ୍ଥିତ ବୁଢାବଳଙ୍ଗ ନଦୀର କୃତିମ ପୋଖରୀରେ ମା ଦୁର୍ଗା ମେଲଣ ଉତ୍ସବ ଅନୁଷ୍ଠିତ

Baripada M, Mayurbhanj | Oct 3, 2025
ଶୁକ୍ରବାର ଦିନ ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ଭସାଣି ପର୍ବ ଅନୁଷ୍ଠିତ ହୋଇଯାଇଛି। ବାରିପଦା ସହରର ଲାଲବଜାର, ମଧୁବନ, ବଡବଜାର ଆଦି ସ୍ଥାନରେ ଥିବା ବିଭିନ୍ନ ପୂଜା ମଣ୍ତପରେ ଆଜି ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତେବେ ନଦୀ ପ୍ରଦୂଷଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସହରର ମଧୁବନ ସ୍ଥିତ ବୁଢାବଳଙ୍ଗ ନଦୀର କୃତିମ ପୋଖରୀରେ ମା ଦୁର୍ଗାଙ୍କ ମେଲଣ ରାତି ୮ ଟା ରୁ ଅନୁଷ୍ଠିତ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us