Install App
abmahapatra2006
This browser does not support the video element.
ନୂଆପଡା: ବିଷ କ୍ରିୟାରେ ଖଇରାନି ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Nuapada, Nuapada | Sep 11, 2025
ଆଜି ରାତି ପ୍ରାୟ ସାଢ଼େ ଆଠଟା ସମୟରେ ନୂଆପଡ଼ା ଜିଲ୍ଲା ଖଇରାନି ଗ୍ରାମର ଜଣେ ବ୍ୟକ୍ତି କୌଣସି କାରଣରୁ ଘରେ ଥିବା କୀଟ ନାଶକ ପିଇ ଦେବାରୁ ଗୁରୁତର ହୋଇପଡ଼ିଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!