Download Now Banner

This browser does not support the video element.

ଲକ୍ଷ୍ମୀପୁର: ଗରଡାମୁଣ୍ଡ ଗାଁରେ ଚାକିରି ଦାବି ନେଇ କେନ୍ଦ୍ରରେ ତାଲା ପକାଇଲେ ଜମି ମାଲିକ

Lakshmipur, Koraput | Sep 11, 2025
ଚାକିରି ଦାବି ନେଇ କେନ୍ଦ୍ର ରେ ତାଲା ପକାଇଲେ ଜମି ମାଲିକ। ସୂଚନା ଜାଣି କି ମଧ୍ୟ ସମାଧାନ କରୁନି ପ୍ରଶାସନ। ସେ ପଟେ ପ୍ରାକ୍ ସ୍କୁଲ ର ପିଲାମାନେ ଖେଳକୁଦ ସହ ପାଠ ପଢ଼ା ରେ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ଗରଡାମୁଣ୍ଡ ଗାଁ ରେ। ଏହି ଗାଁ ରେ ଦିର୍ଘ ବର୍ଷ ହେଲାଣି ଅଙ୍ଗନବାଡି କେନ୍ଦ୍ର ଖୋଲା ଯାଇଛି। ସରକାରୀ ଜମି ଗାଁ ପାଖରେ ନ ଥିବା ରୁ ଜଣେ ବ୍ୟକ୍ତି ଙ୍କ ପଟା ଜମି ରେ କେନ୍ଦ୍ର ଟିଏ ନିର୍ମାଣ କରାଯାଇଥିଲା।
Read More News
T & CPrivacy PolicyContact Us