Download Now Banner

This browser does not support the video element.

ଅନୁଗୋଳ: କେନ୍ଦ୍ରୀୟ ଗଣେଶ ପୂଜା ପାଳନ ନେଇ ତାଳଚେର ଏସ ଡ଼ି ପି ଓ ଭରତ ସାହୁଙ୍କ ପ୍ରତିକ୍ରିୟା ।

Anugul, Angul | Aug 22, 2025
ତାଳଚେରରେ ପ୍ରସିଦ୍ଧ ଗଣେଶ ପୂଜା ପାଳନ ନେଇ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା କୁ ସମୀକ୍ଷା କରି ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ତାଳଚେର ଏସ ଡ଼ି ପି ଓ ଭରତ ସାହୁ
Read More News
T & CPrivacy PolicyContact Us