This browser does not support the video element.
ଅତାବିରା: ଅତାବିରା ବାଳକ ହାଇସ୍କୁଲରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅତାବିରା ବାଳକ ହାଇସ୍କୁଲରେ ଅବସର କାଳୀନ ସମ୍ବର୍ଦ୍ଧ
Attabira, Bargarh (Baragarh) | Aug 31, 2025
ଅତାବିରା ବାଳକ ହାଇସ୍କୁଲରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆଜି ରବିବାର ଦିନ ପୂର୍ବାହ୍ନ ୧୧ଟାରେ ସୁଦୀପ୍ତ ସାହୁ ଙ୍କ ସଭାପତିତ୍ବରେ ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକକଂ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଅବସର ନେଇଥିବା ଶାରୀରିକ ଶିକ୍ଷା ଶିକ୍ଷକ ଲବ ସାହୁ, , ଅବସର ପ୍ରାପ୍ତ ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ଭୁବନେଶ୍ୱର ମହାକୁର, କିଶୋର ଚନ୍ଦ୍ର ପଧାନ, ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ତ୍ରିଲୋକ୍ୟ ନାୟକ,ସୁନୀଳ ମଂଚାସୀନ ଥିଲେ