This browser does not support the video element.
କାକଟପୁର: କାକଟପୁର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ପିତବାସ ଦୀକ୍ଷିତି ଙ୍କ ଅବସର କାର୍ଯ୍ୟକ୍ରମ ରେ ବିଧାୟକ ତୁଷାର କାନ୍ତି ବେହେରା
Kakatpur, Puri | Aug 1, 2025
ସମାଜ ରେ ସୁନାଗରିକ ହେବା ପାଈଁ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ। :-୩୦ବର୍ଷରୁ ଉର୍ଦ୍ଧ ଅକ୍ଲାନ୍ତ ପରିଶ୍ରମ କରି ଗଢିଛନ୍ତି ଛାତ୍ର, ଛାତ୍ରୀ ଙ୍କ ଭବିଷ୍ୟତ :-ଭାବ ବିହ୍ଵଳ ପରିବେଶରେ ଅବସର କାଳୀନ ସଭା କାକଟପୁର /ଅସ୍ତରଙ୍ଗ :-୦୧/୦୮:-ଅନ୍ଧାରରେ ସେ ଦେଖାନ୍ତି ଆଲୋକର କିରଣ, ସଫଳତା ଶିଖର ଚଢାଇବାରେ ଥାଏ ତାଙ୍କ ହାତ। ବିପଥଗାମୀ ପାଈଁ ସାଜନ୍ତି ପଥ ପଦର୍ଶକ। ସେ ହେଉଛନ୍ତି ଗୁରୁ, ଶିଷ୍ୟଙ୍କୁ ଭଲ ମଣିଷ ଭାବେ ଗଢିବାରେ ଥାଏ ଅବଦାନ ଅତୁଳନୀୟ।ପୁରୀ ଜିଲ୍ଲା କାକଟପୁର ବ୍ଲକ ପିଏମଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ତଥା ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପୀତବାସ ଦୀକ୍ଷିତି ନିଜ