Download Now Banner

This browser does not support the video element.

ଡାବୁଗାଁ: ମେଦନା ଗ୍ରାମରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା, ଥାନାରେ ଏତଲା

Dabugan, Nabarangpur | Aug 23, 2025
ଡାବୁଗାଁ ଥାନା ମେଦନା ଗ୍ରାମରେ ଜଣେ ଯୁବକ ବିଷ ପିଇ ମୁତ୍ୟୁ ବରଣ କରିଥିବା ନେଇ ଆଜି ଏତଲା ହୋଇଛି | ମୃତକଙ୍କ ନାମ ଭୀଷ୍ମ ଭତରା | ସେ ଶୁକ୍ରବାର ରାତ୍ର ଦଶ ଘଣ୍ଟ ସମୟରେ ବିଷ ପିଇ ଗୁରୁତର ହେବା ପରେ ପ୍ରଥମେ ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ରାତ୍ର ବାର ଘଣ୍ଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା | ପୋଲିସ ଏତଲାକୁ ଭିତ୍ତି କରି କେସ ନମ୍ବର 25/25ରେ ମାମଲା ରୁଜୁ କରି ଶବ ବ୍ୟାବଛେଦ କରି ପରିବାରଜୁ ହସ୍ତାନ୍ତର କରିଛି |
Read More News
T & CPrivacy PolicyContact Us