Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମକୁ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତଦାରଖ କଲେ ବିଡ଼ିଓ

Biramaharajpur, Subarnapur (Sonepur) | Sep 13, 2025
ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଚାଲିଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ତଦାରଖ କଲେ ବିଡ଼ିଓ ଚିନ୍ମୟ ମହାନନ୍ଦ l ସୂଚନା ଅନିଶାର ଆଜି ଅପରାହ୍ନ 3ଟା 30 ମିନିଟ ପର୍ଯ୍ୟନ୍ତ ବ୍ଲକର ପଳାଶ, ବଢିଲା, ମୁଣ୍ଡୋଘଟ, ହିଁଙ୍ଗମା ଏବଂ ଲିମ୍ବାପଳି ଗ୍ରାମକୁ ବିଡ଼ିଓ ଶ୍ରୀଯୁକ୍ତ ମହାନନ୍ଦ ଗସ୍ତ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାନଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିବା ସହ ନିର୍ଧାରିତ ସମୟରେ ଘର ନିର୍ମାଣ କାର୍ଯ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ଉଣନାଉଁ ଅଧିକାରୀ ସ୍ୱାଉଭୁ ପୁରୋହିତ, ପିଇଓ
Read More News
T & CPrivacy PolicyContact Us