This browser does not support the video element.
ଖୋର୍ଦ୍ଧା: ରଘୁନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଲୟର ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ
Khordha, Khordha | Sep 27, 2025
ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପିଚୁକୁଳି ସ୍ଥିତ ଶ୍ରୀ ରଘୁନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଲୟର ମଧ୍ୟାହ୍ନ ଭୋଜନ ଜମା ହୋଇଥିବା କୋଠରୀର ତାଲା ଭାଙ୍ଗି ଚାଉଳ ଚୋରି କରି ନିଆ ଯାଇଥିବା ସମ୍ପର୍କ ରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ରେ ଥିବା ଶିକ୍ଷକ ଭାଗିରଥି ଗୁରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କୁ ଫୋନ ମାଧ୍ୟମ ରେ ଅବଗତ କରିଥିଲେ।ସମ୍ପୃକ୍ତ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଏ ବିଷୟରେ ଶ୍ରୀ ସ୍ୱାଇଁ ଙ୍କ ଠାରୁ ଅବଗତ ହୋଇ ବିଦ୍ୟାଲୟ ର ପରିଚାଳାନା ପରିଷଦ ଅଧ୍ୟକ୍ଷ ବବିନା ନାୟକ ଙ୍କୁ ଡକାଇବକୁ ପ୍ରଧାନ ଶିକ୍ଷୟିତ୍ର୍ରୀ ଙ୍କୁ କହିଥିଲେ।