Download Now Banner

This browser does not support the video element.

ବୌଦ୍ଧ ସଦର: ବାବଡା ଗ୍ରାମ ଜଙ୍ଗଳରୁ ୫କେଜି ଗଞ୍ଜେଇ ସହିତ ବାଇକକୁ ଜବତ କଲା ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ

Baudh Sadar, Boudh (Bauda) | Sep 7, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଜିଲ୍ଲା ଅବକାରୀ ମୋବଇଲ ସ୍କ୍ୱାର୍ଡ ଆଜି ସକାଳ ପାଖାପାଖି ୧୧.୩୦ସମୟରେ ବିଶେଷ ସୂତ୍ରରୁ ଖବର ପାଇ, ମୋବାଇଲ ସ୍କ୍ୱାର୍ଡର ସବଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ l ବୌଦ୍ଧ ଥାନା ଅନ୍ତର୍ଗତ ବାବଡା ଗ୍ରାମ ଜଙ୍ଗଲରେ ଚଢ଼ା କରିଥିଲା l ଏହି ଚଢ଼ାଉ ସମୟରେ ଆସାମୀ ଫେରାର ମାଇଥିବା ବେଳେ l ୫କେଜି ଗଞ୍ଜେଇ ସହିତ ବ୍ୟବହୃତ ହୋଣ୍ଡା SP୧୨୫ ଯାହାର ନମ୍ବର OD-୨୭-D-୧୧୯୩ କୁ ଜବତ କରି ମାମଲା ରୁଜୁ କରିଛନ୍ତି
Read More News
T & CPrivacy PolicyContact Us