Download Now Banner

This browser does not support the video element.

ଆନନ୍ଦପୁର: ଆମ୍ବଗାଡ଼ିଆ ଛକରେ ବାଇକ୍ କୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ, ବାଇକ୍ ଆରୋହୀ ଗୁରୁତର

Anandapur, Kendujhar | Sep 8, 2025
ଆନନ୍ଦପୁର ଭଦ୍ରକ ରାସ୍ତାର ଆମ୍ବଗାଡ଼ିଆ ଛକରେ ଆଜି ସକାଳ ୮ବେଳେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା। ରାସ୍ତାରେ ଯାଉଥିବା ଏକ ବାଇକ୍ କୁ ଧକ୍କା ଦେଇ ଏକ ଚାଉଳ ବୋଝେଇ ଟ୍ରକ ରାସ୍ତା କଡ଼କୁ ଓଲଟି ପଡିଛି। ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ବେଳେ ବାଇକ୍ ଆରୋହୀ ଶାଳପଡାର ବ୍ୟକ୍ତି ଜଣକ ଗୁରୁତର  ହୋଇଛନ୍ତି। ଆନନ୍ଦପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବଦ କରିଛି।
Read More News
T & CPrivacy PolicyContact Us