Download Now Banner

This browser does not support the video element.

ଝାରସୁଗୁଡା: ବି. ଟି.ଏମ୍ ଠାରେ ଝାରସୁଗୁଡା ପୌର ପରିଷଦ ର ନୂତନ ପୌର କାର୍ଯ୍ୟାଳୟ ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Sep 6, 2025
ଝାରସୁଗୁଡା ଜିଲ୍ଲା ବି. ଟି.ଏମ୍ ଠାରେ ଝାରସୁଗୁଡା ପୌର ପରିଷଦ ର ନୂତନ ପୌର କାର୍ଯ୍ୟାଳୟ ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଆଜି ସକାଳ ଏଗାରଟା ପଇଁଚାଲିଶ ସମୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଝାରସୁଗୁଡା ପୌର ପରିଷଦ ର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲାପାଳ କୁନାଲ ମୋତିରାମ ଚୌହାଣ, ଝାରସୁଗୁଡା ପୌର ପରିଷଦ
Read More News
T & CPrivacy PolicyContact Us