This browser does not support the video element.
ବରଗଡ: ଜେଲ ରୋଡ଼ରେ ଅପରେସନ ପ୍ରହାରକୁ ନେଇ ପ୍ରତିକ୍ରିୟା ରଖିଲେ ବରଗଡ଼ SDPO
Bargarh, Bargarh (Baragarh) | Sep 4, 2025
ଗୁରୁବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଜେଲ ରୋଡ଼ରେ ଅପରେସନ ପ୍ରହାରକୁ ନେଇ ପ୍ରତିକ୍ରିୟା ରଖିଲେ ବରଗଡ଼ SDPO | ଜିଲ୍ଲାର 17 ଟି ସ୍ଥାନ ରେ ଚାଲିଛି ଚଢ଼ାଉ | ସ୍କୁଲ କଲେଜ ପାଖରେ ଚାଲିଥିବା ଦୋକାନ ଗୁଡିକ ଉପରେ ଚଢ଼ାଉ କଲା ଟାଉନ ପୋଲିସ | DG ଙ୍କ ନିର୍ଦେଶକ୍ରମେ ବରଗଡ଼ ଏସପି ଟିମ ଗଠନ କରିଛନ୍ତି | ପର୍ବ ପର୍ବାଣି ସମୟରେ ନିଶା ଉପରେ ରୋକ ଲଗାଯାଉଛି | ତେବେ ବରଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ନିଶା ଦ୍ରବ୍ୟ ବିକ୍ରି କରୁଥିବା ଦୋକାନୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି SDPO |