Download Now Banner

This browser does not support the video element.

ଧର୍ମଶାଳା: ଥାନୁଆଳ ଠାରେ ଗଣେଶ ପୂଜାରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Aug 27, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥାନୁଆଳ ଗ୍ରାମପଞ୍ଚାୟତର ଥାନୁଆଳରେ ଆୟୋଜିତ ପ୍ରଭୁ ଶ୍ରୀ ବିଘ୍ନ ବିନାଶକ ଗଜାନନଙ୍କ ପୂଜାରେ ଯୋଗଦାନ କରି ଆଶୀର୍ବାଦ ପ୍ରାପ୍ତ କରି ସମସ୍ତଙ୍କୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us