This browser does not support the video element.
ବାଲିକୁଦା: ବାଲିକୁଦା ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବିଜେଡି ପ୍ରାର୍ଥୀ ଭାବରେ ଶାରଦା ଜେନା ନାମ ଘୋଷଣା l
Balikuda, Jagatsinghpur | Apr 22, 2024
ବାଲିକୁଦା ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବିଜେଡି ପ୍ରାର୍ଥୀ ଭାବରେ ଶାରଦା ଜେନା ନାମ ଘୋଷଣା ଆଜି ଦିନ 12ଟାରେ ସମୟରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ ପାଇଁ ବାଲିକୁଦା ଏରସମା ବିଧାୟକ ପ୍ରାର୍ଥୀ ଭାବେ ଶାରଦା ଜେନାଙ୍କ ନାମ ବିଜେଡି ଦଳ ତରଫରୁ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି । ।ବାଲିକୁଦା ଏରସମା ରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି